ସମ୍ପ୍ରତି Samprati
- ସଂ. ଅ (ସମ୍+ପ୍ରତି; ସମ୍ ଓ ପ୍ରତି ଶବ୍ଦ ଦ୍ୱୟ ସମାହାର, ବିଶ୍ୱକୋଷ) — ଇଦାନୀଂ; ଅଧୁନା; ବର୍ତ୍ତମାନ; ଆଜିକାଲି — Now; at present
- ସଂ. ଅ (ସମ୍+ପ୍ରତି; ସମ୍ ଓ ପ୍ରତି ଶବ୍ଦ ଦ୍ୱୟ ସମାହାର, ବିଶ୍ୱକୋଷ) — ଏହିକ୍ଷଣି; ଏହି ମୁହୂର୍ତ୍ତରେ — At the present moment
- ସଂ. ଅ (ସମ୍+ପ୍ରତି; ସମ୍ ଓ ପ୍ରତି ଶବ୍ଦ ଦ୍ୱୟ ସମାହାର, ବିଶ୍ୱକୋଷ) — କିୟତ୍କାଳ ପୂର୍ବରୁ — Lately; recently
- ସଂ. ବି (ନାମ) — ଅତୀତ— କଳ୍ପୀୟ ଉପସର୍ପିଣୀ ଶାଖାର ଚତୁର୍ବିଂଶ ଅର୍ହତ୍ (ବିଶ୍ୱକୋଷ) — Name of a Ja̲i̱na saint
- ସଂ. ବି (ନାମ) — ଅଶୋକଙ୍କ ଜଣେ ପୌତ୍ର; କୁଣାଳଙ୍କର ଏକ ପୁତ୍ର (ବିଶ୍ୱକୋଷ) — Name of a grandson of Aṡoka