ସମ୍ପୃକ୍ତ Sampṛukta
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ସମ୍ବନ୍ଧ; ସଂସୃଷ୍ଟ; ସଂକ୍ରାନ୍ତ — Related
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ଏକତ୍ର ମିଶ୍ରିତ; ମିଳିତ — Mixed up with; blended
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ସଂଯୁକ୍ତ — Connected; joined
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ଗ୍ରଥିତ — Strung; sewn
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ଜଡ଼ିତ; ସଂଲଗ୍ନ — Affixed
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ଖଚିତ — Set; inlaid (Apte)
- ସଂ. ବିଣ (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ) — ସ୍ପର୍ଶ କରିଥିବା — Touching