ସମ୍ପୁନ୍ନ Sampunna

  • ଗ୍ରା. ବି (ସଂ. ସମ୍ପୂର୍ଣ୍ଣ) — ସମ୍ପୂର୍ଣ୍ଣ (ଦେଖ) — Sampūrṇṇa (See)
  • ଗ୍ରା. ବି (ସଂ. ସମ୍ପୂର୍ଣ୍ଣ) — [ଦ୍ର— ସମସ୍ତ ଗୁଣରେ ସେ ଅଟନ୍ତି ସମ୍ପୁନ୍ନ—କୃଷ୍ଣସିଂହ, ମହାଭାରତ, ଆଦି।]