ସମ୍ପୁଟିତ Sampuṭita

  • ସଂ. ବିଣ (ସମ୍+ପୁଟ୍ ଧାତୁ=ଲଗାଯିବା+କର୍ମ. ତ) — ପରସ୍ପର ସଙ୍ଗେ ପେଡ଼ା ପରି ଯୋଡ଼ା ହୋଇ— ଥିବା — Joined together as to form a hollow case
  • ସଂ. ବିଣ (ସମ୍+ପୁଟ୍ ଧାତୁ=ଲଗାଯିବା+କର୍ମ. ତ) — ଉପରେ ଓ ତଳେ ଘୋଡ଼ଣୀ ଥିବା — Enclosed by an upper and a lower lid