ସମ୍ପୀତି Sampīti

  • ସଂ. ବି (ସମ୍=ଏକତ୍ର+ପା ଧାତୁ=ପିଇବା+ଭାବ. ତି) — ବହୁ ଲୋକଙ୍କର ଏକତ୍ର ପାନ — Drinking together; a drinking bout; compotation