ସମ୍ପାଦନ Sampādana
- ସଂ. ବି (ସମ୍+ଣିଜନ୍ତ ପଦ ଧାତୁ ବା ପାଦି ଧାତୁ=ଗତି କରାଇବା+ଭାବ. ଅନ) — ସମାଧାନ; ସମାପନ; ନିଷ୍କାଦନ — Accomplishment; completion
- ସଂ. ବି (ସମ୍+ଣିଜନ୍ତ ପଦ ଧାତୁ ବା ପାଦି ଧାତୁ=ଗତି କରାଇବା+ଭାବ. ଅନ) — ଗ୍ରନ୍ଥାଦିର ସଂକଳନ ଓ ସଂସ୍କରଣ — Editing or publication of any book
- ସଂ. ବି (ସମ୍+ଣିଜନ୍ତ ପଦ ଧାତୁ ବା ପାଦି ଧାତୁ=ଗତି କରାଇବା+ଭାବ. ଅନ) — ଉପାର୍ଜ୍ଜନ (ବିଶ୍ୱକୋଷ) — Acquisition; earning