ସମ୍ପାଦନ କରିବା Sampādana karibā

  • ଦେ. କ୍ରି — ସମ୍ପାଦକରୂପେ ସମ୍ବାଦପତ୍ରାଦି ଚଳାଇବା — To edit a paper
  • ଦେ. କ୍ରି — ସମାଧା କରିବା — To accomplish
  • ଦେ. କ୍ରି — ସମ୍ପାଦିବା (ଦେଖ) — Sampādibā (See)