ସମ୍ପାଦ ଦରଖାସ୍ Sampāda darkhās

  • ଦେ. ବି (କଚିରିଆ) — କଚିରିର ମହାଫିସ— ଖାନାରେ ରକ୍ଷିତ ନଥିରୁ କୌଣସି ସମ୍ବାଦ ପାଇବା ନିମନ୍ତେ ଲିଖିତ ପ୍ରାର୍ଥନା ପତ୍ର — Application for certain information from a record stored in a public record-room
  • ଦେ. ବି (କଚିରିଆ) — [ଦ୍ର—ଏହି ଦରଖାସ୍ତ ସଙ୍ଗେ ମହାଫିସ୍ଖାନାରୁ ଲୋଡ଼ା— ଯିବା ନଥି ଖୋଜିବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାରିଶ୍ରମିକ ନିମନ୍ତେ ଦରଖାସ୍ତକାରୀଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟର କୋଟ୍ଫିସ୍ ନିଆଯାଏ। ଏହି କୋଟ୍ଫିସ୍କୁ 'ତଲାସି ଫିସ୍' ବୋଲାଯାଏ।]