ସମ୍ପାଡ୍ୟ Sampādya

  • ସଂ. ବିଣ (ସମ୍+ପାଦି ଧାତୁ+କର୍ମ. ଯ) — ସମ୍ପାଦନୀୟ — Fit to be accomplished; accomplishable
  • ସଂ. ବି (ଜ୍ୟାମିତି) — କୌଣସି ସତ୍ୟର ସମ୍ପାଦନ ବା ପ୍ରତିଷ୍ଠା ପାଇଁ କରାଯିବା ଜ୍ୟାମିତିକ ପ୍ରତିଜ୍ଞା ବା ସମସ୍ୟା — (geometry) A problem
  • ସଂ. ବି (ଜ୍ୟାମିତି) — [ଦ୍ର—ଜ୍ୟାମିତିର ପ୍ରତିଜ୍ଞାମାନ ସାଧାରଣତଃ 2 ଶ୍ରେଣୀରେ ବିଭକ୍ତ। 1 । ସମ୍ପାଦ୍ୟ; 2 । ଉପପାଦ୍ୟ। ଯେଉଁ ପ୍ରତିଜ୍ଞାରେ କୌଣସି ସତ୍ୟର ସମାଧାନ କରାଯାଏ କିମ୍ବା କୌଣସି କ୍ରିୟା ସମ୍ପାଦନ କରିବାର ଆବଶ୍ୟକତା ପଡ଼େ, ତାହା ସମ୍ପାଦ୍ୟ। ଯଥା—'ଗୋଟିଏ ସରଳରେଖା ଉପରେ ଗୋଟିଏ ସମଦ୍ୱିବାହୁ ତ୍ରିଭୁଜ ଅଙ୍କିତ କରିବାକୁ ହେବ'। ଯେଉଁ ପ୍ରତିଜ୍ଞାରେ ଦତ୍ତ ବିଷୟ ପ୍ରମାଣିତ କରିବାକୁ ହୁଏ, ତାହା ଉପପାଦ୍ୟ। ଯଥା—'ଏକ ସରଳରେଖା ଅନ୍ଯ ସରଳରେଖା ଉପରେ ଦଣ୍ଡାୟମାନ ହେଲେ ଦଣ୍ଡାୟମାନ ରେଖାର ଉଭୟ ପାର୍ଶ୍ୱସ୍ଥ କୋଣଦ୍ୱୟର ସମଷ୍ଟି ଦୁଇ ସମକୋଣର ସମଷ୍ଟି ସଙ୍ଗେ ସମାନ'।] — [ଦ୍ର—ଜ୍ୟାମିତିର ପ୍ରତିଜ୍ଞାମାନ ସାଧାରଣତଃ2ଶ୍ରେଣୀରେ ବିଭକ୍ତ1 ସମ୍ପାଦ୍ୟ;2 ଉପପାଦ୍ୟ ଯେଉଁ ପ୍ରତିଜ୍ଞାରେ କୌଣସି ସତ୍ୟର ସମାଧାନ କରାଯାଏ କିମ୍ବା କୌଣସି କ୍ରିୟା ସମ୍ପାଦନ କରିବାର ଆବଶ୍ୟକତା ପଡ଼େ, ତାହା ସମ୍ପାଦ୍ୟ ଯଥା—'ଗୋଟିଏ ସରଳରେଖା ଉପରେ ଗୋଟିଏ ସମଦ୍ୱିବାହୁ ତ୍ରିଭୁଜ ଅଙ୍କିତ କରିବାକୁ ହେବ' ଯେଉଁ ପ୍ରତିଜ୍ଞାରେ ଦତ୍ତ ବିଷୟ ପ୍ରମାଣିତ କରିବାକୁ ହୁଏ, ତାହା ଉପପାଦ୍ୟ ଯଥା—'ଏକ ସରଳରେଖା ଅନ୍ଯ ସରଳରେଖା ଉପରେ ଦଣ୍ଡାୟମାନ ହେଲେ ଦଣ୍ଡାୟମାନ ରେଖାର ଉଭୟ ପାର୍ଶ୍ୱସ୍ଥ କୋଣଦ୍ୱୟର ସମଷ୍ଟି ଦୁଇ ସମକୋଣର ସମଷ୍ଟି ସଙ୍ଗେ ସମାନ']