ସମ୍ପାକ Sampāka

  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) ଲମ୍ପଟ (ଧରଣୀ) — Lecherous; lewd
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) ଧୃଷ୍ଟ (ମେଦିନୀ) — Arrogant
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) ଦୁଷ୍ଟ; ଅବିନୀତ — Wicked; wanton
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) ତାର୍କିକ (ମେଦିନୀ) — Argumentative; reasoning well
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) ଅଳ୍ପ (ଧରଣୀ) — Little
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) ଚତୁର — Cunning; subtle (Apte)
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) କାମୁକ — Lustful
  • ସଂ. ବିଣ. ପୁଂ (ସମ୍+ପଚ୍ ଧାତୁ=ପାକ କରିବା+କର୍ତ୍ତୃ. ଅ) କ୍ଷୁଦ୍ର — Small
  • ଦେ. ବି — (ବୈଦ୍ଯକ) ଅରଗ୍ବଧ; ସୁନାରି ଗଛ — A tree; cassia Fistula
  • ଦେ. ବି — ଉତ୍ତମରୂପେ ପକ୍ୱ ହେବା ଅବସ୍ଥା — Matured condition