ସମ୍ପା ଗଉରୀ Sampā gaurī

  • ଦେ. (ପଦ୍ଯ) ବିଣ. ସ୍ତ୍ରୀ (ସମ୍ପା+ଗୌରୀ) — ବିଦ୍ୟୁତ୍ ପରି ଗୌର ବର୍ଣ୍ଣ ବିଶିଷ୍ଟା — (a woman) Of a bright colour or complexion (as that of the lightning)