ସମ୍ପର୍ଦ୍ଦା Samparddā

  • ଗ୍ରା. ବି (ସଂ. ସମ୍ପ୍ରଦାୟ) — କୀର୍ତ୍ତନ ସମ୍ପ୍ରଦାୟ; କୀର୍ତ୍ତନ ଦଳ — A company of hymn-singers and players; a company of chanters of hymns with music
  • ଗ୍ରା. ବି (ସଂ. ସମ୍ପ୍ରଦାୟ) — ବୈଷ୍ଣବମାନଙ୍କ ସ୍ୱତନ୍ତ୍ର ସମାଜ — Sect of ascetics