ସମ୍ପର୍କୀୟ Samparkīya

  • ସଂ. ବିଣ ପୁଂ (ସମ୍ପର୍କ+ସମ୍ବନ୍ଧାର୍ଥେ. ଈୟ) — ସମ୍ବନ୍ଧୀୟ; ସଂକ୍ରାନ୍ତ — Relating to; connected with
  • ସଂ. ବିଣ ପୁଂ (ସମ୍ପର୍କ+ସମ୍ବନ୍ଧାର୍ଥେ. ଈୟ) — ବନ୍ଧୁତା ଦ୍ୱାରା ଆବଦ୍ଧ — Related with
  • ସଂ. ବିଣ ପୁଂ (ସମ୍ପର୍କ+ସମ୍ବନ୍ଧାର୍ଥେ. ଈୟ) — ରକ୍ତ ସଂପର୍କଯୁକ୍ତ ବା ବିବାହ ସଂପର୍କଯୁକ୍ତ — Related by marriage or kinship