ସମ୍ପନ୍ନ Sampanna
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ଐଶ୍ୱର୍ଯ୍ୟଯୁକ୍ତ; ସମ୍ପତ୍ତିଶାଳୀ — Prosperous; affluent; thriving
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ଧନୀ — Wealthy; rich
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — (+କର୍ମ ତ) ସମ୍ପାଦିତ; ନିଷ୍ପନ୍ନ — Accomplished; effected; brought about
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ସମାହିତ; ସମ୍ପୂର୍ଣ୍ଣ — Completed; finished
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ସଙ୍ଗରେ ଯୁକ୍ତ — Joined with; possessed of; having
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — [ଦ୍ର— ଏହି ଅର୍ଥରେ 'ସମ୍ପନ୍ନ' ଶବ୍ଦ ଅନ୍ଯ ଶବ୍ଦ ସହିତ ସଂଯୁକ୍ତ ହୋଇଥାଏ। ଯଥା—ବିଦ୍ୟାବିନୟସମ୍ପନ୍ନ, ସୌନ୍ଦର୍ଯ୍ୟ ସମ୍ପନ୍ନ।]
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ସୌଭାଗ୍ୟବାନ୍ — Fortunate (Apte)
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ସୁଖୀ — Happy (Apte)
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ସମ୍ପୂର୍ଣ୍ଣରୂପେ ବଢ଼ିଥିବା; ପୋଖତ; ପାକଳ — Full-grown; mature (Apte)
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — (ଅମୁକ) ବିଶିଷ୍ଟ; ଯୁକ୍ତ — Endowed with; possessed of
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — (ଯଥା—ବିଦ୍ୟାବିନୟସମ୍ପନ୍ନ)
- ସଂ. ବିଣ. ପୁଂ (ସମ+ପଦ ଧାତୁ=ଯିବା, ପାଇବା+କର୍ତ୍ତୃ. ତ) — ପ୍ରକୃତ; ଠିକ୍ — Right; correct (Apte)