ସମ୍ପତ୍ତି Sampatti

  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ଧନ; କାଏଦାଦ୍ — Wealth; riches; property
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ଐଶ୍ୱର୍ଯ୍ୟ; ବିଭବ; ଧନ— ବୃଦ୍ଧି — Prosperity; affluence; opulence
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — (ଉ—ଘୋଡ଼ାଚଢ଼ା ଠଉଁ ସମ୍ପତ୍ତି ନାହିଁ, ଘରପୋଡ଼ିଠଉଁ ବିପତ୍ତି ନାହିଁ। ଢଗ।)
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ଶୋଭା — Beauty
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ଗୁଣୋତ୍କର୍ଷ — Excellence of quality
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ଗୌରବ — Glory; greatness
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ବିଭୂତି — Majesty
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ସୁଖ — Happiness; bliss
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — (ଉ—ସ୍ତିରୀ ତ ସଉତୁଣୀ ସମ୍ପତ୍ତି ନ ସହେ। କୃଷ୍ଣସିଂହ, ମହାଭାରତ, ସଭା।)
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ସୌଭାଗ୍ୟ — Good fortune
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — (ଉ—ଏଣୁ ରାଜ୍ୟ ତୁଲେ ପାଇବ ପ୍ରିୟବତୀ, ପୁତ୍ରକନ୍ୟା ପୁଣିଟି ଭୁଞ୍ଜିବ ସମ୍ପତ୍ତି। କୃଷ୍ଣସିଂହ, ମହାଭାରତ, ବନ।)
  • ସଂ. ବି (ସମ୍+ପଦ୍. ଧାତୁ=ପାଇବା, ଯିବା+କର୍ମ. ତି) — ସାଫଲ୍ୟ — Success; fulfilment; accomplishment (Apte)