ସମ୍ପତ୍ତି କରିବା Sampatti karibā

  • ଦେ. କ୍ରି — ସମ୍ପତ୍ତି ଅର୍ଜ୍ଜନ କରିବା — To earn riches; to acquire Wealth
  • ଦେ. କ୍ରି — ଧନ ଜମାଇବା — To amass wealth
  • ଦେ. କ୍ରି — ଧନ ଦ୍ୱାରା ଭୂସମ୍ପତ୍ତି କିଣିବା — To acquire or purchase landed property