ସମ୍ପତି Sampati

  • ଗ୍ରା. ବି (ସଂ. ସମ୍ପତ୍ତି) — ସମ୍ପତ୍ତି — Property
  • ଗ୍ରା. ବି (ସଂ. ସମ୍ପତ୍ତି) — ଅବଲମ୍ବନ; ବ୍ଯବସାୟ — Occupation; resort
  • ଗ୍ରା. ବି (ସଂ. ସମ୍ପତ୍ତି) — [ଉ—ବାଞ୍ଝ ମାଇପର କି ସମ୍ପତି। ସିନ୍ଦୂର ଫରୁଆ କଜଳପାତି—ଢଗ।]