ସମୃଦ୍ଧ Samṛuddha
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ସମ୍ୟକ ବୃଦ୍ଧି ପ୍ରାପ୍ତ — Much increased; full grown
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ସମୁନ୍ନତ — Exalted; elevated
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ବିଭବଶାଳୀ; ସଂପତ୍ତିବାନ; ଧନପୂର୍ଣ୍ଣ — Rich; wealthy
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ସମୃଦ୍ଧି ଯୁକ୍ତ; ଐଶ୍ୱର୍ଯ୍ୟଶାଳୀ — Prosperous; thriving; flourishing
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — କଲ୍ୟାଣ ଯୁକ୍ତ — Auspicious; blessed; blissful
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — (+କର୍ମ. ତ) ଉତ୍ପନ୍ନ; ଜାତ — Born; produced
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ସୁଖୀ — Happy
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ଭାଗ୍ୟବାନ୍ — Fortunate
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ଫଳ ପୂର୍ଣ୍ଣ — Fruitful (Apte)
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ପୂର୍ଣ୍ଣ — Full; complete; entire (Apte)
- ସଂ. ବିଣ (ସମ୍+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ ତ) — ବିପୁଳ; ପ୍ରଚୁର — Copious; abundant (Apte)