ସମୃଦ୍ଧି Samṛuddhi
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ସମ୍ୟକ ବୃଦ୍ଧି — Increase; great growth
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ସମୁନ୍ନତି; ଉନ୍ନତି — Great improvement
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ସଂପତ୍ତି; ବିଭବ — Riches; wealth; affluence; opulence
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — କଲ୍ୟାଣ; ଶ୍ରେୟଃ; ମଙ୍ଗଳ — Weal
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ସୁଖ — Happiness; bliss
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ଐଶ୍ୱର୍ଯ୍ୟ — Prosperity
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ଉତ୍ପତ୍ତି — Production
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ପ୍ରାଚୁର୍ଯ୍ୟ — Exuberance; profusion; abundance (Apte)
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — କ୍ଷମତା — Power
- ସଂ. ବି (ସମ୍+ଋଧ୍ ଧାତୁ=ବଢ଼ିବା+ଭାବ. ତି) — ପ୍ରଭୁତ୍ୱ — Supremacy (Apte)