ସମୂଳେ ନାଶ ହେବା Samūḻe nāṡa hebā

  • ଦେ. କ୍ରି — କୁଳ ଲୋପ ହେବା — To be extinct
  • ଦେ. କ୍ରି — ମୂଳ ସହିତ ଉଚ୍ଛେଦପ୍ରାପ୍ତ ହେବା; ସମୁତ୍ପାଟିତ ହେବା — To be eradicated
  • ଦେ. କ୍ରି — ବିଧ୍ୱସ୍ତ ହେବା — To be exterminated