ସମୁଲ୍ଲେଖ Samullekha
- ସଂ. ବି. (ସମ୍+ଉଲ୍ଲେଖ) — ସମ୍ୟକ ଉଲ୍ଲେଖ — Special mention
- ସଂ. ବି. (ସମ୍+ଉଲ୍ଲେଖ) — ଖନନ; ଖୋଦନ — Engraving
- ସଂ. ବି. (ସମ୍+ଉଲ୍ଲେଖ) — ରାମ୍ପୁଡ଼ିବା — Scratching
- ସଂ. ବି. (ସମ୍+ଉଲ୍ଲେଖ) — ଚାଞ୍ଛିବା — Scraping
- ସଂ. ବି. (ସମ୍+ଉଲ୍ଲେଖ) — କଥନ — Talking; speaking