ସମୁଲ୍ଲାସିବା Samullāsibā

  • ଦେ. କ୍ରି (ପଦ୍ଯ) (ସମୁଲ୍ଲସିବାର ଣିଜନ୍ତ ରୂପ) — ଉଲ୍ଲାସିତ କରିବା; ଆନନ୍ଦିତ କରାଇବା — To delight
  • ଦେ. କ୍ରି (ପଦ୍ଯ) (ସମୁଲ୍ଲସିବାର ଣିଜନ୍ତ ରୂପ) — (ଉ—କହେ ବସୁଦୁର୍ଗେଶ ଅହେତୁକତାରେ ଶହେଗୁଣରେ ସମୁଲ୍ଲାସିଲା ରେ। କବିସୂର୍ଯ୍ୟ, ସଙ୍ଗୀତ।)