ସମୁପେୟିବାନ Samupeyibān

  • ସଂ. ବିଣ. ପୁଂ (ସମ୍+ଉପ+ଇ ଧାତୁ=ଯିବା+ କର୍ତ୍ତୃ. ବସ୍; ସମୁପେୟିବସ୍ 1 ମା. 1 ବ) — ସମୁପସ୍ଥିତ (ଦେଖ) — Samupasthita. (See)
  • ସଂ. ବିଣ. ପୁଂ (ସମ୍+ଉପ+ଇ ଧାତୁ=ଯିବା+ କର୍ତ୍ତୃ. ବସ୍; ସମୁପେୟିବସ୍ 1 ମା. 1 ବ) — ସମୁପେତ (ଦେଖ) — Samupeta. (See)