ସମୁପେତ Samupeta
- ସଂ. ବିଣ (ସମ୍+ଉପେତ) — ସମାଗତ; ଏକତ୍ର ଉପସ୍ଥିତ — Come together; assembled
- ସଂ. ବିଣ (ସମ୍+ଉପେତ) — ଉପସ୍ଥିତ — Arrived at (Apte)
- ସଂ. ବିଣ (ସମ୍+ଉପେତ) — (ଦ୍ୱାରା) ଅଧ୍ୟୁଷିତ — Inhabited by (Apte)
- ସଂ. ବିଣ (ସମ୍+ଉପେତ) — ଯୁକ୍ତ; ବିଶିଷ୍ଟ — Furnished with; possessed of [Apte]