ସମୁପବେଶନ Samupabeṡana

  • ସଂ. ବି (ସମ୍+ଉପ+ବିଶ୍ ଧାତୁ+ଅଧି. ଅନ) — ଗୃହ; ବାସସ୍ଥାନ — Residence; habitation (Apte)
  • ସଂ. ବି (ସମ୍+ଉପ+ବିଶ୍ ଧାତୁ+ଅଧି. ଅନ) — (ସମ୍+ଉପ+ବିଶ. ଧାତୁ ଣିଚ୍+ଭାବ. ଅନ)
  • ସଂ. ବି (ସମ୍+ଉପ+ବିଶ୍ ଧାତୁ+ଅଧି. ଅନ) — ବସାଇଦେବା — Setting down