ସମୁପଚିତ Samupachita

  • ସଂ. ବିଣ (ସମ୍+ଉପ+ଚି ଧାତୁ=ଚୟନ କରିବା, ଗଦାକରିବା+କର୍ମ. ତ) — ସମ୍ୟକ୍ ବୃଦ୍ଧି ପ୍ରାପ୍ତ — Much enlarged or increased
  • ସଂ. ବିଣ (ସମ୍+ଉପ+ଚି ଧାତୁ=ଚୟନ କରିବା, ଗଦାକରିବା+କର୍ମ. ତ) — ବହୁଳୀକୃତ — Magnified