ସମୁଦ୍ର Samudra

  • ସଂ. ବି (ସମ୍=ସମ୍ୟକ+ଉନ୍ଦ୍ ଧାତୁ=କ୍ଳିନ୍ନ ହେବା+ ଅପାଦାନ. ର, ଚନ୍ଦ୍ରୋଦୟ ଦ୍ୱାରା ଯହିଁରୁ ଜଳସମୂହ କ୍ଳିନ୍ନ ହୁଏ, କିମ୍ବା ସ=ସହିତ+ ମୁଦ୍ରା=ମର୍ଯ୍ୟାଦା, ସୀମା; ଯାହା ମର୍ଯ୍ୟାଦା ବା ସୀମାଯୁକ୍ତ ହୋଇ ଅବସ୍ଥିତ; କିମ୍ବା ସ=ସହିତ+ ମୁଦ୍ରା=ମଣିରତ୍ନାଦି; ଅର୍ଥାତ୍ ଯାହା ରତ୍ନାକର ଅଟେ। କିମ୍ବା ସମ୍= ସମ୍ୟକ+ଉଦ୍ରେକ: ନିପାତନ— ସିଦ୍ଧ; ଏଥିରେ ଜଳର ସମୁଦ୍ରେକ ବା ବାହୁଲ୍ୟ ହୁଏ; କିମ୍ବା ସମ=ସମ୍ୟକ୍+ଉଦ୍ଗତ+ର =ଅଗ୍ନି ଯହିଁରୁ) — ସାଗର; ପୃଥିବୀକୁ ବେଷ୍ଟନ କରିଥିବା ଜଳରାଶି — The sea; ocean
  • ସଂ. ବି (ସମ୍=ସମ୍ୟକ+ଉନ୍ଦ୍ ଧାତୁ=କ୍ଳିନ୍ନ ହେବା+ ଅପାଦାନ. ର, ଚନ୍ଦ୍ରୋଦୟ ଦ୍ୱାରା ଯହିଁରୁ ଜଳସମୂହ କ୍ଳିନ୍ନ ହୁଏ, କିମ୍ବା ସ=ସହିତ+ ମୁଦ୍ରା=ମର୍ଯ୍ୟାଦା, ସୀମା; ଯାହା ମର୍ଯ୍ୟାଦା ବା ସୀମାଯୁକ୍ତ ହୋଇ ଅବସ୍ଥିତ; କିମ୍ବା ସ=ସହିତ+ ମୁଦ୍ରା=ମଣିରତ୍ନାଦି; ଅର୍ଥାତ୍ ଯାହା ରତ୍ନାକର ଅଟେ। କିମ୍ବା ସମ୍= ସମ୍ୟକ+ଉଦ୍ରେକ: ନିପାତନ— ସିଦ୍ଧ; ଏଥିରେ ଜଳର ସମୁଦ୍ରେକ ବା ବାହୁଲ୍ୟ ହୁଏ; କିମ୍ବା ସମ=ସମ୍ୟକ୍+ଉଦ୍ଗତ+ର =ଅଗ୍ନି ଯହିଁରୁ) — (ଲକ୍ଷଣାର୍ଥ) ସମୁଦ୍ର ପରି ବିଶାଳକାୟ ଓ ଅସୀମ ଗଭୀର ବସ୍ତୁ — A thing illimitable and unfathomable as the ocean
  • ସଂ. ବି (ସମ୍=ସମ୍ୟକ+ଉନ୍ଦ୍ ଧାତୁ=କ୍ଳିନ୍ନ ହେବା+ ଅପାଦାନ. ର, ଚନ୍ଦ୍ରୋଦୟ ଦ୍ୱାରା ଯହିଁରୁ ଜଳସମୂହ କ୍ଳିନ୍ନ ହୁଏ, କିମ୍ବା ସ=ସହିତ+ ମୁଦ୍ରା=ମର୍ଯ୍ୟାଦା, ସୀମା; ଯାହା ମର୍ଯ୍ୟାଦା ବା ସୀମାଯୁକ୍ତ ହୋଇ ଅବସ୍ଥିତ; କିମ୍ବା ସ=ସହିତ+ ମୁଦ୍ରା=ମଣିରତ୍ନାଦି; ଅର୍ଥାତ୍ ଯାହା ରତ୍ନାକର ଅଟେ। କିମ୍ବା ସମ୍= ସମ୍ୟକ+ଉଦ୍ରେକ: ନିପାତନ— ସିଦ୍ଧ; ଏଥିରେ ଜଳର ସମୁଦ୍ରେକ ବା ବାହୁଲ୍ୟ ହୁଏ; କିମ୍ବା ସମ=ସମ୍ୟକ୍+ଉଦ୍ଗତ+ର =ଅଗ୍ନି ଯହିଁରୁ) — ସାମୁଦ୍ରିକ ଗ୍ରନ୍ଥକାର ମୁନିବିଶେଷ — Name of a sage who compiled a book on chiromancy
  • ସଂ. ବି (ସମ୍=ସମ୍ୟକ+ଉନ୍ଦ୍ ଧାତୁ=କ୍ଳିନ୍ନ ହେବା+ ଅପାଦାନ. ର, ଚନ୍ଦ୍ରୋଦୟ ଦ୍ୱାରା ଯହିଁରୁ ଜଳସମୂହ କ୍ଳିନ୍ନ ହୁଏ, କିମ୍ବା ସ=ସହିତ+ ମୁଦ୍ରା=ମର୍ଯ୍ୟାଦା, ସୀମା; ଯାହା ମର୍ଯ୍ୟାଦା ବା ସୀମାଯୁକ୍ତ ହୋଇ ଅବସ୍ଥିତ; କିମ୍ବା ସ=ସହିତ+ ମୁଦ୍ରା=ମଣିରତ୍ନାଦି; ଅର୍ଥାତ୍ ଯାହା ରତ୍ନାକର ଅଟେ। କିମ୍ବା ସମ୍= ସମ୍ୟକ+ଉଦ୍ରେକ: ନିପାତନ— ସିଦ୍ଧ; ଏଥିରେ ଜଳର ସମୁଦ୍ରେକ ବା ବାହୁଲ୍ୟ ହୁଏ; କିମ୍ବା ସମ=ସମ୍ୟକ୍+ଉଦ୍ଗତ+ର =ଅଗ୍ନି ଯହିଁରୁ) — ଏକ କଡ଼ା କଉଡ଼ିର ସାତ ଭାଗରୁ ଭାଗେ — One-seventh part of a courie
  • ସଂ. ବି (ସମ୍=ସମ୍ୟକ+ଉନ୍ଦ୍ ଧାତୁ=କ୍ଳିନ୍ନ ହେବା+ ଅପାଦାନ. ର, ଚନ୍ଦ୍ରୋଦୟ ଦ୍ୱାରା ଯହିଁରୁ ଜଳସମୂହ କ୍ଳିନ୍ନ ହୁଏ, କିମ୍ବା ସ=ସହିତ+ ମୁଦ୍ରା=ମର୍ଯ୍ୟାଦା, ସୀମା; ଯାହା ମର୍ଯ୍ୟାଦା ବା ସୀମାଯୁକ୍ତ ହୋଇ ଅବସ୍ଥିତ; କିମ୍ବା ସ=ସହିତ+ ମୁଦ୍ରା=ମଣିରତ୍ନାଦି; ଅର୍ଥାତ୍ ଯାହା ରତ୍ନାକର ଅଟେ। କିମ୍ବା ସମ୍= ସମ୍ୟକ+ଉଦ୍ରେକ: ନିପାତନ— ସିଦ୍ଧ; ଏଥିରେ ଜଳର ସମୁଦ୍ରେକ ବା ବାହୁଲ୍ୟ ହୁଏ; କିମ୍ବା ସମ=ସମ୍ୟକ୍+ଉଦ୍ଗତ+ର =ଅଗ୍ନି ଯହିଁରୁ) — ଚାରି ସଂଖ୍ୟା — The number four (Apte)
  • ସଂ. ବି (ସମ୍=ସମ୍ୟକ+ଉନ୍ଦ୍ ଧାତୁ=କ୍ଳିନ୍ନ ହେବା+ ଅପାଦାନ. ର, ଚନ୍ଦ୍ରୋଦୟ ଦ୍ୱାରା ଯହିଁରୁ ଜଳସମୂହ କ୍ଳିନ୍ନ ହୁଏ, କିମ୍ବା ସ=ସହିତ+ ମୁଦ୍ରା=ମର୍ଯ୍ୟାଦା, ସୀମା; ଯାହା ମର୍ଯ୍ୟାଦା ବା ସୀମାଯୁକ୍ତ ହୋଇ ଅବସ୍ଥିତ; କିମ୍ବା ସ=ସହିତ+ ମୁଦ୍ରା=ମଣିରତ୍ନାଦି; ଅର୍ଥାତ୍ ଯାହା ରତ୍ନାକର ଅଟେ। କିମ୍ବା ସମ୍= ସମ୍ୟକ+ଉଦ୍ରେକ: ନିପାତନ— ସିଦ୍ଧ; ଏଥିରେ ଜଳର ସମୁଦ୍ରେକ ବା ବାହୁଲ୍ୟ ହୁଏ; କିମ୍ବା ସମ=ସମ୍ୟକ୍+ଉଦ୍ଗତ+ର =ଅଗ୍ନି ଯହିଁରୁ) — ଶିବ — An epithet of Ṡiba (Apte)
  • ସଂ. ବିଣ—(ସହାର୍ଥ ବହୁବ୍ରୀହି; ସ+ମୁଦ୍ରା+ଅ) — ମୁଦ୍ରିତ; ମୁଦ୍ରା— ଯୁକ୍ତ — Sealed (Apte)
  • ସଂ. ବିଣ—(ସହାର୍ଥ ବହୁବ୍ରୀହି; ସ+ମୁଦ୍ରା+ଅ) — [ଦ୍ର— ପୁରାଣ ମତରେ ମେରୁର ଚତୁର୍ଦ୍ଦିଗରେ ଅବସ୍ଥିତ ଐକକେନ୍ଦ୍ରିକ ସାତଗୋଟି ଦ୍ୱୀପ ଓ 7 ଗୋଟି ଦ୍ୱୀପକୁ ବେଢ଼ି 7 ଗୋଟି ସମୁଦ୍ର ଅଛି। ପୁରାଣ ମତରେ ସମୁଦ୍ର ବ୍ରହ୍ମାଙ୍କ ମେଢ଼୍ରରୁ ଜାତ ହୋଇ ଥିଲା। ପୁରାଣାନ୍ତର ମତରେ ଶ୍ରୀକୃଷ୍ଣଙ୍କ ଔରସରେ ବିରଜାଙ୍କ ଗର୍ଭରୁ ଜାତ 7 ଟି ପୁତ୍ର 7 ସମୁଦ୍ର ହେଲେ। ଲବଣାମ୍ଭୁଧି ସର୍ବକନିଷ୍ଠ। ସପ୍ତ ସମୁଦ୍ରର ନାମ—ଲବଣ, ଲକ୍ଷୁ, ସୁରା, ସର୍ପିଃ, ଦଧି, ଦୁଗ୍ଧ, ଜଳ। ପୁରାଣାନ୍ତର ମତରେ ସୂର୍ଯ୍ୟବଂଶୀୟ ସଗର ରାଜାଙ୍କ ଅନୁଷ୍ଠିତ ଯଜ୍ଞର ଅଶ୍ୱକୁ ଇନ୍ଦ୍ର ହରଣ କରିବାରୁ ସଗରଙ୍କର 6 ହଜାର ପୁତ୍ର ଉକ୍ତ ହୃତ ଅଶ୍ୱକୁ ଖୋଜିବାକୁ ଭୂମି ଖୋଳିବାରୁ ଉକ୍ତ ଖାଇ ସାଗରରୂପରେ ପରିଣତ ହେଲା । ଏଥିପାଇଁ ସମୁଦ୍ରର ଅନ୍ଯ ନାମ ସାଗର। — [ଦ୍ର— ପୁରାଣ ମତରେ ମେରୁର ଚତୁର୍ଦ୍ଦିଗରେ ଅବସ୍ଥିତ ଐକକେନ୍ଦ୍ରିକ ସାତଗୋଟି ଦ୍ୱୀପ ଓ7ଗୋଟି ଦ୍ୱୀପକୁ ବେଢ଼ି7ଗୋଟି ସମୁଦ୍ର ଅଛି ପୁରାଣ ମତରେ ସମୁଦ୍ର ବ୍ରହ୍ମାଙ୍କ ମେଢ଼୍ରରୁ ଜାତ ହୋଇ ଥିଲା ପୁରାଣାନ୍ତର ମତରେ ଶ୍ରୀକୃଷ୍ଣଙ୍କ ଔରସରେ ବିରଜାଙ୍କ ଗର୍ଭରୁ ଜାତ7ଟି ପୁତ୍ର7ସମୁଦ୍ର ହେଲେ ଲବଣାମ୍ଭୁଧି ସର୍ବକନିଷ୍ଠ ସପ୍ତ ସମୁଦ୍ରର ନାମ—ଲବଣ, ଲକ୍ଷୁ, ସୁରା, ସର୍ପିଃ, ଦଧି, ଦୁଗ୍ଧ, ଜଳ ପୁରାଣାନ୍ତର ମତରେ ସୂର୍ଯ୍ୟବଂଶୀୟ ସଗର ରାଜାଙ୍କ ଅନୁଷ୍ଠିତ ଯଜ୍ଞର ଅଶ୍ୱକୁ ଇନ୍ଦ୍ର ହରଣ କରିବାରୁ ସଗରଙ୍କର6ହଜାର ପୁତ୍ର ଉକ୍ତ ହୃତ ଅଶ୍ୱକୁ ଖୋଜିବାକୁ ଭୂମି ଖୋଳିବାରୁ ଉକ୍ତ ଖାଇ ସାଗରରୂପରେ ପରିଣତ ହେଲା ଏଥିପାଇଁ ସମୁଦ୍ରର ଅନ୍ଯ ନାମ ସାଗର
  • ସଂ. ବିଣ—(ସହାର୍ଥ ବହୁବ୍ରୀହି; ସ+ମୁଦ୍ରା+ଅ) — ପୂର୍ବ ଯୁଗମାନଙ୍କରେ ଦ୍ୱିଜାତିମାନେ ସମୁଦ୍ରଯାତ୍ରା କରୁଥିଲେ। କିନ୍ତୁ କଳିଯୁଗରେ ଦ୍ୱିଜାତିମାନଙ୍କର ସମୁଦ୍ର— ଯାତ୍ରା ନିଷିଦ୍ଧ ହୋଇଅଛି। କଶ୍ୟପପୁତ୍ର ଦେବତା ଓ ଅସୁରମାନେ ଅମୃତଲାଭାର୍ଥ ମନ୍ଦର ଗିରିକୁ ଖୁଆ ଓ ବାସୁକିକୁ ଦଉଡ଼ି କରି ସମୁଦ୍ରକୁ ମନ୍ଥିବାରୁ ସମୁଦ୍ର ମଧ୍ୟରୁ କାଳକୂଟ ହଳାହଳ ବିଷ [ଏହାକୁ ମହାଦେବ ପାନ କଲେ], ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଆଦି ଅଷ୍ଟଦିଗ୍ଗଜ, ଓ ଆଠଗୋଟି କିରିଣୀ, କୌସ୍ତୁଭମଣି, ପାରିଜାତପୁଷ୍ପ, ଅପ୍ସରାମାନେ, ଲକ୍ଷ୍ମୀ, ବାରୁଣୀ ଅର୍ଥାତ ସୁରା [ଏହାକୁ ଅସୁରମାନେ ଗ୍ରହଣ କଲେ], ଧନ୍ୱନ୍ତରି, ଚନ୍ଦ୍ର ଓ ଅମୃତ ବାହାରିଲେ। ଏହି ଅମୃତକୁ ଭଗବାନ ମାୟାରଚନାପୂର୍ବକ ଦେବତାମାନଙ୍କୁ ଖୁଆଇଲେ। ପୁରାଣ ଅନୁସାରେ ସମୁଦ୍ରର ଅଧିପତି ଦେବତା ବରୁଣ ଓ ତାଙ୍କର ରାଜଧାନୀ ସମୁଦ୍ର ମଧ୍ୟରେ। ସମୁଦ୍ର ଜଳ ଲବଣାକ୍ତ। ରାଜନିର୍ଘଣ୍ଟମତରେ ଏହି ଜଳର ଗୁଣ ବିସ୍ରତ୍ୱ, ରକ୍ତାମୟପ୍ରଦହ୍ୱ, ଉଷ୍ଣତ୍ୱ, ବୈବଣ୍ଣଦୋଷଜନକତ୍ୱ, ଦାହାର୍ତ୍ତିପିତ୍ତକାରକତ୍ୱ।
  • ସଂ. ବିଣ—(ସହାର୍ଥ ବହୁବ୍ରୀହି; ସ+ମୁଦ୍ରା+ଅ) — ପୂର୍ବେ ଉତ୍କଳୀୟମାନେ ସମୁଦ୍ର ଲଘଂନ କରି ଯାବା, ବାଲି, ସିଂହଳ ଦ୍ୱୀପ ଆଦିରେ ବାଣିଜ୍ୟ କରୁଥିଲେ। ସମୁଦ୍ରଗାମୀ ଜାହାଜମାନଙ୍କୁ ବୋଇତ ବୋଲା ଯାଉଥିଲା ଓ ଜାହାଜର ନାବିକ ବା କାପ୍ତାନଙ୍କୁ ବୋଇତିଆଳ ବୋଲା ଯାଉଥିଲା।]