ସମୁଦ୍ରଜା Samudrajā

  • ସଂ. ବିଣ. ସ୍ତ୍ରୀ (ସମୁଦ୍ର+ଜନ ଧାତୁ+କର୍ତ୍ତୃ. ଅ+ ସ୍ତ୍ରୀ. ଆ) — ସମୁଦ୍ରଜର ସ୍ତ୍ରୀଲିଙ୍ଗ — Feminine of Samudraja
  • ସଂ. ବିଣ. ସ୍ତ୍ରୀ — ଲକ୍ଷ୍ମୀ — Goddess Lakshmī