ସମୁଦ୍ରଗ Samudraga

  • ସଂ. ବି. ପୁଂ — ବୋଇତିଆଳ; ନାବିକ — Sailor; mariner
  • ସଂ. ବି. ପୁଂ — ପୋତ ବଣିକ — A merchant trading with ships; maritime trader
  • ବିଣ — ସମୁଦ୍ରଗାମୀ (ଦେଖ) — Samudragāmī (See)