ସମୁଦ୍ରକ ପାଣି ଚଳୁ କରିବା Samudraka pāṇi chaḻu karibā
- ଦେ. କ୍ରି — (ନ୍ଯାୟ) (ଅଗସ୍ତ୍ୟ ଋଷି ମହାପ୍ରତାପୀ ଥିବାରୁ ତପଃ ପ୍ରଭାବରୁ ସମୁଦ୍ରର ସମସ୍ତ ଜଳକୁ ଆପଣା ଗଣ୍ଡୂଷ ମଧ୍ୟରେ ରଖି ପିଇଥିଲେ।) ଅସମ୍ଭବ କାର୍ଯ୍ୟ କରିବାକୁ ସାହସ କରିବା ବ୍ଯକ୍ତି ପ୍ରତି ଏ ଢଗ ପ୍ରୟୋଗ କରାଯାଏ — A proverb meaning 'He is going to quaff the whole ocean empty.'