ସମୁଦ୍ର ଯାନ Samudra J̄āna
- ସଂ. ବି (ମଧ୍ୟପଦଲୋପୀ କର୍ମଧା) — ( 6 ଷ୍ଠୀ ତତ୍) ଅର୍ଣ୍ଣବ ପୋତ; ଜାହାଜ; ବୋଇତ — (6ଷ୍ଠୀ ତତ୍) ଅର୍ଣ୍ଣବ ପୋତ; ଜାହାଜ; ବୋଇତ— . Ship; ocean going vessel
- ସଂ. ବି (ମଧ୍ୟପଦଲୋପୀ କର୍ମଧା) — ( 7 ମୀ ତତ୍) ସମୁଦ୍ର ଯାତ୍ରା — (7ମୀ ତତ୍) ସମୁଦ୍ର ଯାତ୍ରା—. A voyage