ସମୁଦ୍ର ମେଖଳା Samudra mekhaḻā

  • ସଂ. ବି — (ବହୁବ୍ରୀହି; ସମୁଦ୍ର ଏହାର ଚାରିଆଡ଼େ ବେଢ଼ିଥାଏ) ପୃଥିବୀ — The earth
  • ସଂ. ବି — (ରୂପକ କର୍ମଧାରୟ) ମନୁଷ୍ୟର କଟିଦେଶକୁ ମେଖଳା ବେଢ଼ିଥିବା ପରି ପୃଥିବୀକୁ ବେଢ଼ିଥିବା ସମୁଦ୍ର — The sea surrounding the earth like a girdle
  • ସଂ. ବିଣ. ସ୍ତ୍ରୀ — ସମୁଦ୍ର ମେଖଳର ସ୍ତ୍ରୀଲିଙ୍ଗ — Feminine of Samudra- mekhaḻa