ସମୁଦ୍ର ବାସୀ Samudra bāsī
- ସଂ. ବିଣ. ପୁଂ (ସମୁଦ୍ର+ବସ ଧାତୁ+କର୍ତ୍ତୃ. ଇନ, 1 ମା 1 ବ; ତୁଳନା କର ଗଙ୍ଗାବାସୀ= ଗଙ୍ଗା— କୂଳବାସୀ) — ସମୁଦ୍ର ତୀରରେ ବାସ କରୁଥିବା (ବ୍ଯକ୍ତି) (ବିଶ୍ୱକୋଷ) — (Person) Residing on the shore of the sea
- ସଂ. ବିଣ. ପୁଂ (ସମୁଦ୍ର+ବସ ଧାତୁ+କର୍ତ୍ତୃ. ଇନ, 1 ମା 1 ବ; ତୁଳନା କର ଗଙ୍ଗାବାସୀ= ଗଙ୍ଗା— କୂଳବାସୀ) — ସମୁଦ୍ରରେ ବାସକାରୀ (ଯଥା—ଜୀବ) — Living in the ocean