ସମୁଦ୍ର ଫେନ Samudra phena
- ସଂ. ବି (ଷଷ୍ଠୀ ତତ୍) — ସମୁଦ୍ରର ଢେଉମାନଙ୍କ ଆଘାତ ପ୍ରତିଘାତରେ ଉତଥିତ ଫେଣ — Sea-form
- ସଂ. ବି (ଷଷ୍ଠୀ ତତ୍) — ସମୁଦ୍ରସ୍ଥ ଶମ୍ବୁକାଦିବର୍ଗର ପ୍ରାଣିବିଶେଷର କଙ୍କାଳ — Sepia officinalis; cuttlefish bone
- ସଂ. ବି (ଷଷ୍ଠୀ ତତ୍) — [ଦ୍ର—ଏହା ଶୀତଳ, କଷାୟ, ନେତ୍ରରୋଗହର, କଫଘ୍ନ ଓ କଣ୍ଠାମୟଘ୍ନ, ରୁଚିକର ଓ ବିଷଦୋଷ ଏବଂ କର୍ଣ୍ଣଶୂଳ ରୋଗର ଔଷଧ।
- ସଂ. ବି (ଷଷ୍ଠୀ ତତ୍) — ଏହା ସ୍ପଞ୍ଜ ପରି ବହୁଛିଦ୍ରଯୁକ୍ତ, କିନ୍ତୁ ଟାଣୁଆ ଥିବାରୁ ରଙ୍ଗ ଲଗାଇବା ପୂର୍ବରୁ ପାଲିସ କରିବାପାଇଁ କାଠର ଆସବାବ୍ ଉପରେ ରଙ୍ଗକଲାବାଲା— ସାନେ ସମୁଦ୍ର ଫେଣ ଘଷନ୍ତି।]