ସମୁଦ୍ର ଫଳ Samudra phaḻa
- ସଂ. ବି — ଅବ୍ଧି ଫଳ; ବୃକ୍ଷ ବିଶେଷ (ରାଜନିର୍ଘଣ୍ଟ) — Name of a medicinal tree
- ସଂ. ବି — [ଦ୍ର—ଏହା କଟୁ, ଉଷ୍ଣକର, ବାତଦୋଷ ନାଶକ, ଭୂତ ନିରୋଧକାରୀ, କଫ ଓ ଭ୍ରମବର୍ଦ୍ଧକ (ରାଜନିର୍ଘଣ୍ଟ); ଏଥିର ପତ୍ରର ପ୍ରଲେପ ଦେଲେ ଚର୍ମରୋଗ ନଷ୍ଟ ହୁଏ; ଏଥିର ମୂଳ ବାତନାଶକ ଓ ସ୍ନାୟୁ ଦୌର୍ବଲ୍ୟରେ ହିତକର, ବାତଘ୍ନ, ଲୁତା ବିଷ ନାଶକ, ତ୍ରିଦୋଷଘ୍ନ, କଫ ଓ ଭ୍ରାନ୍ତି ନାଶକ (ଭାବ ପ୍ରକାଶ)।]
- ସଂ. ବି — କପିତ୍ଥ ଫଳ; କଇଥ (ବିଶ୍ୱକୋଷ) — Elephant-apple