ସମୁଦ୍ର କାନ୍ତା Samudrakāntā

  • ସଂ. ବି ( 6 ଷ୍ଠୀ ତତ୍) — ନଦୀ — River
  • ସଂ. ବି ( 6 ଷ୍ଠୀ ତତ୍) — ସମୁଦ୍ରରେ ପଡ଼ିଥିବା ନଦୀ (ହଳାୟୁଧ) — A river falling in the sea
  • ସଂ. ବି ( 6 ଷ୍ଠୀ ତତ୍) — ପୃକ୍କା; ପିଡ଼ଙ୍ଗ ଶାଗ (ରାଜ ନିର୍ଘଣ୍ଟ) — A species of potherb; the trigonella herb