ସମୁଦ୍ଧୃତ Samuddhruta
- ସଂ. ବିଣ (ସମ+ଉଦ୍ଧୃତ) — ଉତ୍ତୋଳିତ — Drawn up; lifted up; raised up
- ସଂ. ବିଣ (ସମ+ଉଦ୍ଧୃତ) — ମୋଚିତ; କୃତୋଦ୍ଧାର; — Delivered; rescued
- ସଂ. ବିଣ (ସମ+ଉଦ୍ଧୃତ) — ଉଦ୍ଗୀର୍ଣ୍ଣ ବାନ୍ତ; ବମିତ — Vomited forth; emitted
- ସଂ. ବିଣ (ସମ+ଉଦ୍ଧୃତ) — ଉନ୍ମୂଳିତ (ବିଶ୍ୱକୋଷ) — Uprooted
- ସଂ. ବିଣ (ସମ+ଉଦ୍ଧୃତ) — ଅସଦ୍ବ୍ଯବହାରପ୍ରାପ୍ତ (ବିଶ୍ୱକୋଷ) — Ill-treated
- ସଂ. ବିଣ (ସମ+ଉଦ୍ଧୃତ) — ଅଂଶୀକୃତ — Divided into shares
- ସଂ. ବିଣ (ସମ+ଉଦ୍ଧୃତ) — ଗୃହୀତ — Taken
- ସଂ. ବିଣ (ସମ+ଉଦ୍ଧୃତ) — ଅଧିକୃତ — Taken possession of