ସମୁଦ୍ଧାର Samuddhāra

  • ସଂ. ବି (ସମ୍+ଉଦ୍ଧାର) — ମୁକ୍ତି; ପରିତ୍ରାଣ; ମୋଚନ — Deliverance; salvation
  • ସଂ. ବି (ସମ୍+ଉଦ୍ଧାର) — ଉନ୍ମୂଳନ — Eradication; uprooting
  • ସଂ. ବି (ସମ୍+ଉଦ୍ଧାର) — ଉତ୍ତୋଳନ — Lifting up