ସମୁଦ୍ଧରଣ Samuddharaṇa
- ସଂ. ବି (ସମ୍+ଉଦ୍ଧରଣ) — ଓପାଡ଼ିବା; ଉନ୍ମୂଳନ — Uprooting
- ସଂ. ବି (ସମ୍+ଉଦ୍ଧରଣ) — ଉତ୍ତୋଳନ — Lifting up
- ସଂ. ବି (ସମ୍+ଉଦ୍ଧରଣ) — ଉନ୍ନତ୍ମନ (ଅମର) — Raising up
- ସଂ. ବି (ସମ୍+ଉଦ୍ଧରଣ) — ମୋଚନ; ଉଦ୍ଧାର କରିବା — Loosening; liberation; deliverance
- ସଂ. ବି (ସମ୍+ଉଦ୍ଧରଣ) — ବମନ; ଉଦ୍ଗିରଣ — Vomiting
- ସଂ. ବି (ସମ୍+ଉଦ୍ଧରଣ) — ବାନ୍ତାନ୍ନ (ଅମର) — Vomited food