ସମୁଦ୍ଧତ Samuddhata
- ସଂ. ବିଣ (ସମ୍+ଉତ୍+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତ) — ଅଶିଷ୍ଟ; ଅବିନୀତ (ଅମର) — Ill-mannered; rude
- ସଂ. ବିଣ (ସମ୍+ଉତ୍+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତ) — ଗର୍ବିତ — Arrogant; proud; puffed up with pride
- ସଂ. ବିଣ (ସମ୍+ଉତ୍+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତ) — ଉତ୍କ୍ଷିପ୍ତ — Thrown up
- ସଂ. ବିଣ (ସମ୍+ଉତ୍+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତ) — ସମୁଦ୍ଗୀର୍ଣ୍ଣ (ହେମଚନ୍ଦ୍ର) (ଦେଖ) — Samudgīrṇṇa (See)