ସମୁଦ୍ଗୀର୍ଣ୍ଣ Samudgīrṇṇa

  • ସଂ. ବିଣ (ସମ୍+ଉଦ୍+ଗୃ ଧାତୁ+କର୍ମ. ତ) — ବମିତ — Vomited forth
  • ସଂ. ବିଣ (ସମ୍+ଉଦ୍+ଗୃ ଧାତୁ+କର୍ମ. ତ) — ଉତ୍ତୋଳିତ — Lifted up
  • ସଂ. ବିଣ (ସମ୍+ଉଦ୍+ଗୃ ଧାତୁ+କର୍ମ. ତ) — କଥିତ — Spoken
  • ସଂ. ବିଣ (ସମ୍+ଉଦ୍+ଗୃ ଧାତୁ+କର୍ମ. ତ) — ଉଚ୍ଚାରିତ — Uttered