ସମୁଦାୟ Samudāya
- ସଂ. ବି (ସମ୍+ଉତ୍+ଇ ଧାତୁ=ଯିବା+ଭାବ. ଅ) — ସମୂହ (ଅମର) — Multitude
- ସଂ. ବି (ସମ୍+ଉତ୍+ଇ ଧାତୁ=ଯିବା+ଭାବ. ଅ) — (+କର୍ମ. ଅ) ଯୁଦ୍ଧ (ଅମର) — Battle; conflict; fight
- ସଂ. ବି (ସମ୍+ଉତ୍+ଇ ଧାତୁ=ଯିବା+ଭାବ. ଅ) — (+କର୍ତ୍ତୃ. ଅ) ପୃଷ୍ଠସ୍ଥାୟୀ ବଳ (ଅଜୟ) — The army at the rear of the main army; rear guard
- ସଂ. ବି (ସମ୍+ଉତ୍+ଇ ଧାତୁ=ଯିବା+ଭାବ. ଅ) — ସମୁଚ୍ଛ୍ରୟ (ମେଦିନୀ) (ଦେଖ) — Samuchchhraya (See)
- ସଂ. ବି (ସମ୍+ଉତ୍+ଇ ଧାତୁ=ଯିବା+ଭାବ. ଅ) — ସକଳ; ସମସ୍ତ — All; Whole
- ସଂ. ବି (ସମ୍+ଉତ୍+ଇ ଧାତୁ=ଯିବା+ଭାବ. ଅ) — (+ଭାବ ଅ) ଉତ୍ଥାନ; ଉଦୟ — Rise
- ଦେ. ବିଣ — ସମସ୍ତ; ସବୁ; ସକଳ — All
- ଦେ. ବିଣ — ସମ୍ପୂର୍ଣ୍ଣ — Whole; entire