ସମୁଦାଚାର Samudāchāra
- ସଂ. ବି (ସମ୍+ଉତ୍+ଆଚାର) — ଆଶୟ; ଅଭିପ୍ରାୟ (ତ୍ରିକାଣ୍ଡ ଶେଷ) — Intention
- ସଂ. ବି (ସମ୍+ଉତ୍+ଆଚାର) — ଅଭିଳାଷ — Desire; wish
- ସଂ. ବି (ସମ୍+ଉତ୍+ଆଚାର) — ସମ୍ୟକ୍ ଆଚାର — Special custom; peculiar conduct
- ସଂ. ବି (ସମ୍+ଉତ୍+ଆଚାର) — ଶିଷ୍ଟାଚାର — Etiquette
- ସଂ. ବି (ସମ୍+ଉତ୍+ଆଚାର) — ନମସ୍କାର; ଅଭିବାଦନ (ବିଶ୍ୱକୋଷ) — Obeisance; salutation