ସମୁଦାଗମ Samudāgama

  • ସଂ. ବି (ସମ୍+ଉତ୍+ଆଗମ) — ସମ୍ୟକ୍ ଜ୍ଞାନ (ତ୍ରିକାଣ୍ଡ ଶେଷ) — Deep knowledge
  • ସଂ. ବି (ସମ୍+ଉତ୍+ଆଗମ) — ପୂର୍ଣ୍ଣ ଚେତନା — Full consiousness