ସମୁତ୍ସନ୍ନ Samut-sanna

  • ସଂ. ବିଣ (ସମ୍+ଉତ୍ସନ୍ନ) — ବିନାଶିତ — Ruined; exterminated
  • ସଂ. ବିଣ (ସମ୍+ଉତ୍ସନ୍ନ) — ନିର୍ମୁଳୀକୃତ — Eradicated; uprooted