ସମୁତ୍ଫାଳ Samutphāḻa

  • ସଂ. ବି (ସମ+ଉତ୍ଫାଳ) — ତରଙ୍ଗାୟିତ ଗମନ (ବିଶ୍ୱକୋଷ) — Wavy motion
  • ସଂ. ବି (ସମ+ଉତ୍ଫାଳ) — ଅଶ୍ୱର ଆସ୍ଫାଳନ ସହ ଗମନ; ଦୁଳକୀ — Canter of a horse
  • ସଂ. ବି (ସମ+ଉତ୍ଫାଳ) — ଦେହକୁ ଦୋହେଲାଇ କରି ଗତି— (ବିଶ୍ୱକୋଷ) — Motion by waving the body