ସମୁତ୍ପାଦନ Samut-pādana

  • ସଂ. ବି (ସମ୍+ଉତ୍ପାଦନ) — ଜନ୍ମାଇବା — Bringing forth; producing
  • ସଂ. ବି (ସମ୍+ଉତ୍ପାଦନ) — ଉତ୍ପତ୍ତି — Production; birth