ସମୁତ୍ପତ୍ତି Samut-patti

  • ସଂ. ବି (ସମ+ଉତ୍ପତ୍ତି) — ସମୁତ୍ଥାନ (ଦେଖ) — Samutthāna (See)
  • ସଂ. ବି (ସମ+ଉତ୍ପତ୍ତି) — ଉଦ୍ଭବ; ଉତ୍ପତ୍ତି; ଜନ୍ମ — Production; birth
  • ସଂ. ବି (ସମ+ଉତ୍ପତ୍ତି) — ଉପସ୍ଥିତି — Presence; arrival