ସମୁତ୍ଥାନ Samutthāna

  • ସଂ. ବି (ସମ୍+ଉତ୍ଥାନ) — ଉଦୟ — Rising up
  • ସଂ. ବି (ସମ୍+ଉତ୍ଥାନ) — ଊର୍ଦ୍ଧ୍ୱଗମନ; ଉପରକୁ ଉଠିବା — Ascent
  • ସଂ. ବି (ସମ୍+ଉତ୍ଥାନ) — ବୃଦ୍ଧି — Increase
  • ସଂ. ବି (ସମ୍+ଉତ୍ଥାନ) — ଉତ୍ତୋଳନ — Raising up; lifting
  • ସଂ. ବି (ସମ୍+ଉତ୍ଥାନ) — ଠିଆ ହେବା; ଗାତ୍ରୋତ୍ଥାନ; ବସିବା ଜାଗାରୁ ଉଠିବା — Standing up; getting up
  • ସଂ. ବି (ସମ୍+ଉତ୍ଥାନ) — ବିଛଣାରୁ ଉଠିବା — Rising up from the bed
  • ସଂ. ବି (ସମ୍+ଉତ୍ଥାନ) — ବ୍ୟାଧି ନିର୍ଣ୍ଣୟ (ମେଦିନୀ) — Diagnosis
  • ସଂ. ବି (ସମ୍+ଉତ୍ଥାନ) — ରୋଗଶଯ୍ଯାରୁ ଉଠିବା; ରୋଗମୁକ୍ତି — Recovery; a bedridden patient's getting up from the sick-bed
  • ସଂ. ବି (ସମ୍+ଉତ୍ଥାନ) — ବିଶେଷ ଉଦ୍ଯୋଗ — Great effort; preparation
  • ସଂ. ବି (ସମ୍+ଉତ୍ଥାନ) — ବିଦ୍ରୋହାଚରଣପୂର୍ବକ ଉତ୍ଥାନ — Resurrection
  • ସଂ. ବି (ସମ୍+ଉତ୍ଥାନ) — ଉନ୍ନତି — Improvement; rise