ସମୁତ୍କ୍ରୋଶ Samut-kroṡa
- ସଂ. ବି (ସମ+ଉତ+କ୍ରୁଶ ଧାତୁ=ଶବ୍ଦ କରିବା +ଭାବ. ଅ) — ଉଚ୍ଚ ଶବ୍ଦ — Loud sound
- ସଂ. ବି (ସମ+ଉତ+କ୍ରୁଶ ଧାତୁ=ଶବ୍ଦ କରିବା +ଭାବ. ଅ) — ଗର୍ଜ୍ଜନ — Roar
- ସଂ. ବି (ସମ+ଉତ+କ୍ରୁଶ ଧାତୁ=ଶବ୍ଦ କରିବା +ଭାବ. ଅ) — ଚିତ୍କାର — Hallooing
- ସଂ. ବି (ସମ+ଉତ+କ୍ରୁଶ ଧାତୁ=ଶବ୍ଦ କରିବା +ଭାବ. ଅ) — (+କର୍ତ୍ତୃ. ଅ) କୁରର ପକ୍ଷୀ — Osprey
- ସଂ. ବି (ସମ+ଉତ+କ୍ରୁଶ ଧାତୁ=ଶବ୍ଦ କରିବା +ଭାବ. ଅ) — ଇଗଲ ପକ୍ଷୀ — Eagle